ମୁଖ୍ୟ ପୃଷ୍ଠା | Language Option | ଡାଉନ୍ ଲୋଡ | ସାଧାରଣତଃ ପଚରାଯାଉଥିବା ପ୍ରଶ୍ନ | Help Manual | ଆମ୍ବକୁ ସମ୍ପର୍କକରନ୍ତୁ (ନୂତନ ଟୋଲ ରହିତ ସଂଖ୍ୟା‍) | Site Map
 
 
ଭାରତୀୟ ଭାଷା ପ୍ରଦ୍ୟୋଗିକୀବିକାଶ

ମନୁଷ୍ୟ ମାନଙକ ପରସ୍ପର ମଧ୍ୟରେ ଅନେକପ୍ରକାରରଯୋଗାଯୋଗହୋଇଥାଏ , ଯାହା ମଧ୍ୟରେ ଦୃଶ୍ୟ ଶ୍ରାବ୍ୟ ଏକ ପ୍ରାଥମିକ ପବ୍ଦତି ଅଟେ । ବର୍ତ୍ତମାନ ମାନବ ଯନ୍ତ୍ରର ସମ୍ପର୍କରେ ପ୍ରଦାନ ମାଧ୍ୟମ ମାନବର ସୁବିଧା ଅପେକ୍ଷା ଯନ୍ତ୍ରର ସୁବିଧା ଉପରେ ଅଧିକ ନିର୍ଭର ଅଟେ। ମାଉସ ଓ କି - ବୋର୍ଡ ପ୍ରାଥମିକ ଇନ୍ପୁଟ ଡିଭାଇସ୍ହୋଇଥିଲା ବେଳେ ଭିଜୁଆଲ ପ୍ରଦର୍ଶ ଏକକ ପ୍ରାଥମିକ ଆଉଟପୁଟ ଡିଭାଇସ୍ ଅଟେ । ଏହି ପାରସ୍ପରିକ ସଂଯୋଗର ବ୍ୟବହାର ପାଇଁ ବିଶେଷ ଦକ୍ଷତା ଓ ମାନସିକ ଚିନ୍ତାଶକ୍ତି ଦରକାର, ଯେଉଁଥିରେ କି ଅନେକ ଲୋକସମ୍ପନ ହୋଇନାହାନ୍ତି। ଏହି ଯନ୍ତ୍ର କେଦ୍ରିକ ସଂଚାର ବ୍ୟବସ୍ଛାକୁ ମାନବ କେଦ୍ରିକ ପାରସ୍ପରିକ ସଂଯୋଗରେ ପରିବର୍ତ୍ତନ କରିବା ଆବଶ୍ୟକ ହୋଇପଡିଛି । ତାହାହେଲେ ସମସ୍ତେ ସଂଗଣକର ଉପଯୋଗିତା ରୁ ସଭାନ୍ବିତ ହୋଇପାରିବେ । ଯଦିଓ ଦୃଶ୍ୟମାଧ୍ୟମ ସୂଚନା ଆହାରଣ କରିବାରେ ସବୁଠୁ ପ୍ରକୃଷ୍ଟ ମାଧ୍ୟମ ଅଟେ କିନ୍ତୁବାକ୍ମାଧ୍ୟମ ସବୁଠାରୁ ପସନ୍ଦଯୋଗ୍ୟ ଓ ସହଜ ଅଟେ । ସଂଗଣକ ତଥା ଦୂରସଂଚାରପ୍ରଣାଳୀର ସମାହାର ଯୋଗୁଁ ଶାବ୍ଦିକ ବ୍ୟବହାର ଆଜି ସବୁଠାରୁ ଶକ୍ତିଶାଳୀ ହୋଇପାରିଛି , ଯାହାର ସହାୟତାରେ ଲୋକମାନେ କୌଣସି ଦୂର ସ୍ଛାନ ରେ ଥିବା କମ୍ପୁଟରରେ ସୂଚନା ପ୍ରାପ୍ତ କରି ପାରୁଛନ୍ତି ।

ଶବ୍ଦଗତ ବ୍ୟବହାର ରେ ପ୍ରକୃତ ସହଜାତ ଭାଷା ଅଟେ । ଏହି କାରଣ ଯୋଗୁଁ ସୂଚନାପ୍ରଯୁକ୍ତି କ୍ଷେତ୍ରରେ ବିଜ୍ ଞାନର ମହତ୍ତବଢିଯାଇଛି । ଏଥିପାଇଁ କମ୍ପୁୟଟରରେ ମାନବ କେନ୍ଦିକ ପାରସ୍ପରିକ ସଂଯୋଗହିଁ ଆଜିରଆବଶ୍ୟକତା ହୋଇଯାଇଛି । ମନୁଷ୍ୟ ଏକ ଅନନ୍ୟ ବିଶେଷଣ ସଂପନ୍ନ ଭାଷା ଯାହା ସହାୟତାରେ ସେ ଚିନ୍ତନ ତଥ୍ୟବିଚାରକୁ ଅନାୟସଭାବେ ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରିପାରାଛନ୍ତି ।
ସୂଚନା ପ୍ରଯୁକ୍ତି ବିଭାଗ କୌଣସି ପ୍ରକାରର ଭାଷାଗତ ଅବରୋଧ ବିନା ମାନବ-ଯନ୍ତ୍ର ସମ୍ପର୍କରେ ସୁବିଧା ପ୍ରଦାନ କରିବା ପାଇଁ ସୂଚନା ସଂଶୋଧନ କୌଶଲ ଗୁଡିକର ବିକାଶ ପାଇଁ , ବହୁଭାଷୀ ଜ୍ଜ୍ଞାନ ସମ୍ବଳର ନିର୍ମାଣ ଏବଂ ଅଭିନବ ବ୍ୟବହାର୍ଯ୍ୟ ସାମଗ୍ରୀ ଓସେବାର ଏକକରଣ କରିବା ଉବ୍ଦେଶ୍ୟରେ TDIL( ଭାରତୀୟ ଭାଷା ଗୁଡିକ ପାଇଁ ପ୍ରଦ୍ୟୋଗିକ ବିକାଶ)କାର୍ଯ୍ୟକ୍ରମ ଆରମ୍ବ କରିଛି । କର୍ପୋରା ତଥା ଶଦ୍ଦକୋଷ ଭଳି ଭାଷା ବିଜ୍ଞାନ ସଂଶୋଧନ ଗୁଡିକର ବିକାଶ , ତଥା ଫଣ୍ଟ , ପାଠ ସଂପାଦକ ବନାନ ସଂଶୋଧକ ଓ.ସି.ଆର୍ ଏବଂ ପାଠରୁ ବାକ ଭଳି ମୌଳିକ ସୂଚନା ସଂଶୋଧକ ସାଦନ ଗୁଡିକରେ ବିକାଶ ଭଳି ପରିଯୋଜନା ପାଇଁ ଧନରାଶି ଉପଲ୍ ବଧ କରାଯାଇଛି । ଏଥିପାଇଁ ମାନଦଣ୍ତ ମଧ୍ୟ ପ୍ରସ୍ତୁତ କରାଯାଇଛି ।

ଭାରତୀୟ ଭାଷା ପ୍ରଯୁକ୍ତିର ଉପ୍‌ବାଦକ ତଥା ସେବା ଗୁଡିକର ବିକାଶ ପାଇଁ ଦେଶର ବିଭିନ୍ନ ସ୍ଛାନରେ ଯଥା ବେସରକାରୀ , ସାର୍ବଜନିକ ଓ ସରକାରୀ ସ୍ତରରେ ଅନେକ ଉଦ୍ୟମ କରାଯାଇଛି । ସମ୍ବଳ କେନ୍ଦ ତଥା କଏଲ୍ ନେଟ କେନ୍ଦ ମାନଙକ ଦ୍ବାରା ବିକଶିତ ଭାଷା ପ୍ରଯୁକ୍ତି ତଥା ସାଧନ ଗୁଡିକୁ ଯଥାଶିଘ୍ର ପ୍ରୟୋଗ କରିବା ଆବଶ୍ୟକ ଅଟେ । ଯାହାଦ୍ବାରା ସେଗୁଡିକର ଉପଯୋଗିତା ବିଷୟରେ ପ୍ରତିକ୍ରିୟା ମିଲିପାରିବ ଓ ସେଗୁଡିକ ଉପ୍ବାଦନ ପାଇଁ ଉପଲବଧ କରାଯାଇପାରିବ । ଅନୁସନ୍ଧାନର ଓ ବିକାଶର ପ୍ରଭାବ ସମଗ୍ର ସମାଜରେ ପଡିବା ଦରକାର । ଏହାର ତାପର୍ଯୟ ଯେ ଅନୁସନ୍ଧାନ ର ପ୍ରୟାସ ଗୁଡିକୁ ପ୍ରୟୋଗଶାଲା ମଧ୍ୟରେ ସିମୀତ ନରଖି ଏହାର ନିୟୋଜନ ଯଥାଶିଘ୍ର ହେବା ଉଚିତ୍ , ଯାହା ଉପରେ ଅନ୍ତତଃ ଉପଭୋକ୍ତାର ପ୍ରତିକ୍ରିୟା ଓ ଅନୁଭବ କୁ ପରିଶୋଧନ କରାଯାଇପାରିବ । ସରକାର ଆସନ୍ତା ଏକ ବର୍ଷ ମଧ୍ୟରେ ନିମ୍ନଲିଖିତ ଉପ୍ବାଦଜାତ ଭାଷା ବ୍ୟବହାର ଦ୍ବାରା ମାନବ-ଯନ୍ତ୍ର ଆଦାନ ପ୍ରଦାନ କୁ ସମନିତ କରିବାରେ ମାନବ ଭାଷା ପ୍ରଯୁକ୍ତିର ଅନେକ ଦିଗ ସାମିଲ ଅଚିନ୍ତା ଯଥା ବାକ ସଂକୋଚନ ,ବାକ ଓଳଗା ପରିଚୟ ଓ ବୋଧନ ଯାନ୍ତ୍ରିକ ଅନୁବାଦ ପାଠ ସୃଜନ ,ବାକ ଓ ପ୍ରତିଳିଖନ ସଂଶ୍ଲେଷଣ ଯନ୍ତ୍ର ସହିତ ସମ୍ପର୍କ ସ୍ଛାପନ କରିବା ପାଇଁ ଭାଷାର ଦୁଇଟି ଯାକ ରୂପ ସହିତ ଲିଖିତ ସମନୟ କରନ୍ତୁ ।

କମ୍ପୁଟର ରେ ଭାରତୀୟ ଭାଷା ମାନଙକ ଉପରେ କାଅଯ୍ୟ କରିବାରେ ସୁବିଧା ଗତ ଦୁଇ ଦଶକ ହେଲା ଉପଲବ୍ଧ କରାଯାଇଆସୁଛି , ଯେଉଁଥିରେ ବିଭିନ୍ନ ପ୍ରକାରର କାର୍ଯ୍ୟ ଯଥା ଡାଟା / ଦତ୍ତ ବିଷୟ ସଂଶୋଧନ , ଶଦ୍ଦସଂଶୋଧକ , ଡେସ୍କଟପ ପ୍ରକାଶନ ଆଦି ବିଭିନ୍ନ ପ୍ରକାରର କାର୍ଯ୍ୟକୁ ସଫଳତାର ସହିତ ବିଭିନ୍ନ ପ୍ଲାଟଫର୍ମ ଓଅପରେଟିଗଂ ସିଷ୍ଟମରେ ଉପଯୋଗିତା କରାଯାଉଅଛି । ତଥା ସମାଧାନ ସର୍ବଜନିକ ଭାବେ ଉପଲବ୍ଧ କରାଇବା ପାଇଁ ପ୍ରସ୍ତୁତ । ସମସ୍ତ ଭାରତୀୟ ଭାଷା ଗୁଡିକରେ ନିଶୁକ୍ଲଫଣ୍ଟ ( ଟିଟିଏଫଓଓଟିଏଫ ) ଏବଂଶଦ୍ଦସଂସାଧକ । ପ୍ରଥମ ସୋପାନରେ ସାର୍ବଜନିକ ସ୍ତରରେ ନିଶୁକ୍ଲରେ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ତାମିଲ , ହିନ୍ଧୀ ଓ ତେଲଗୁ ପାଇଁ ଲୋକପ୍ରିୟ ଟ୍ରଟାଇପଫନ୍ଟସ୍ ( ଟିଟିଏଫ ) ର ଚୟନ , ପ୍ରକାଶନ ଓ ଉଦ୍ୟୋଗ ସହିତ ବିଚାର ବିମର୍ଶ କରାଯାଇଛି ।

ଵଣ୍ତୋଜ 95/ ଵଣ୍ତୋଜ 98/ ଵଣ୍ତୋଜ ଏନ୍ଟି ପ୍ଲାଟ ଫର୍ମ ଭଲି ପ୍ରଣାଲୀ ଗୁଡିକ ଉପରେ ଟିଟି ଏଫଫଣ୍ଟର ପ୍ରଯୋଗ ବ୍ୟାପକ ସ୍ତରରେ ହୋଇଛି । ଵଣ୍ତୋଜ 2000/ ଏକ୍ସପି / 2003 ତଥା ଲିନକ୍ସ ପ୍ଲାଟଫର୍ମ ଗୁଡିକ ଉପରେ ଓଟିଏଫ ( ଓପନ୍ଟାଇପଫଣ୍ଟ ) ପ୍ରଯୋଗ କରାଯାଉଅଛି । ଏହା ୟେପ୍ରକାରର ପ୍ରଥମ ପ୍ରୟାସ ଅଟେ ଓ ଶଦ୍ଦସଂସାଧକ ( ବର୍ତ୍ତମାନଓନବ୍ୟନୂତନ ) ଏହି ଫଣ୍ଟ ଗୁଡିକର ପ୍ରଯୋଗ କରିପାରିବେ । ଏହା ଦ୍ବାରା ତାମିଲନେଟ / ତାମିଲ 99 ଓଡାଟା ଏଣ୍ଟିପାଇଁ , ଟାଇପରାଇଟ ରେ କିବୋର୍ଡଗୁଡିକର ବ୍ୟବହାର ପାଇଁ ଅଧିକ ଫଣ୍ଟ ଉପଲବ୍ଧ ହୋଇପାରିବ ।
ସୂଚନା ଆହରଣ ପିନଃରକ୍ଷଣ , ଡିଜିଟାଇଜେସନ ପାଇଁ ସମସ୍ତ ଭାଷା ଗୁଡିକର ଅପ୍ଟିକାଲକ୍ୟାରକ୍ଟର ରେକଗନିସନ ( ଓସିଆର ) ସ୍କାନ କରାଯାଇଥିବା ପ୍ରତିଛବିକୁ ( ସ୍କାନଦ୍ବାରାଛପାଯାଇଥିବାପୃଷ୍ଠାରପ୍ରତିଛବି ) ସଂପାଦନ ଯୋଗ୍ୟ ପାଠରେ ପରିବର୍ତ୍ତନ କରିବାରେ ଓସିଆର୍ସମ୍ବବକରାଏ , ଯାହା ଫଳରେ ଏହା ଅନ୍ୟାନ୍ୟ କାର୍ଯ୍ୟରେ ବିନିଯୋଗ କରାଯାଇପାରେ ଓ ଏହାର ସଂଶୋଧନ କରାଯାଇପାରେ । ସୁଦ୍ରଣଉଦ୍ୟୋଗ ହେଉଛି ସବୁଠାରୁ ବଡଲାଭକର୍ତ୍ତା ଯିଏ ଏହି ସଫ୍ଟଓୟାର କୁ ପୁନଃ ପ୍ରୟୋଜନା ଓ ନୂତନସଂସ୍କରଣକୁ ଆଣିପାରିବ ।

ବାକ - ଇଜ୍ଞିନର ପ୍ରୟୋଗ କରାଯାଇ ପାରିବ । ପାଠରେ ବାଣୀର ପ୍ରୟୋଗ , ଇଣ୍ଟରନେଟ ରୁ ସୂଚନା ପ୍ରାପ୍ତକରିବା ଭଳି ଦୃଷ୍ଟିହୀନ ବ୍ୟକ୍ତି ମାନଙକୁପାଠପଢାଇ , ଶୁଣାଇବା ପାଇଁ ଉପଯୋଗ କରାଯାଇପାରିବ । ଭାରତୀୟ ଭାଷା ଗୁଡିକ ପାଇଁ ଇଣ୍ଟରନେଟର ସୁବିଧା ସାଧନ , ଯେଭଲିକି ବ୍ରାଉଜର , ଖୋଜ ଇଜ୍ଞିନ ତଥା ଇମେଲ । ଏମାନଙକ ଦ୍ବାରା ଭାରତୀୟ ଭାଷା ଗୁଡିକ ରେଇ - ମେଲ ପଠା ଥିବା ସମ୍ବବ ହୋଇପାରିବ ଓ ଖୋଜ ଇଜ୍ଞିନ ଦ୍ବାରା ଅନ୍ୟ ଭାରତୀୟ ଭାଷା ଗୁଡିକରେ ସୂଚନା ଖୋଜିବା ରେ ସହାୟତା ଉପଲବ୍ଧ କରାଇବା ସହିତ ଯେକୌଣସି ଏକ ଭାରତୀୟ ଭାଷାରେ ଅନୁସନ୍ଦାନ ମଧ୍ୟ ଉପଲବ୍ଧ କରାଇବା ।

ଭାରତୀୟ ଭାଷ। ତଥଆ ଇଂରାଜୀ ମଧ୍ୟରେ ଅନ୍ ଲାଇନ୍ ସେବା ସାଧନ । ଏହା ଦ୍ବାରା ଲୋକମାନଙକୁ ଇଂରେଜୀ ଯେକୌଣସି ଭାରତୀୟ ଭାଷାରେ ଉପଲବ୍ଧ କୌଣସି ସୂଚନା ସାମଗ୍ରୀର ଅନୁବାଦ ନିଜ ପସନ୍ଦ ଯୋଗ୍ୟ ଲିଖିତ ଭାରତୀୟ ଭାଷାରେ କରିବାରେ ସହାୟତା ପ୍ରାପ୍ତ ହେବ । ଉପ୍ବାଦ/ସେବା ଆଦି ଟିଡିଆଇଏଲ୍ ଡାଟା କେନ୍ଦ୍ରଦ୍ବାରାଅନ୍ ଲାଇନ୍ ସହାୟତା ଡେସ୍କ ସହିତ ଉପଲବ୍ଧ କରାଯାଉଅଛି ।

ନିମ୍ନଲିଖିତ ମଧ୍ୟମ ମାନଙକ ଦ୍ବାରା ଅନୁସନ୍ଧାନ , ଉପ୍ବଦନ , ନିୟୋଜନ ତଥା ସହାୟତାକୁ ବଢାଇବା ପାଇଁ ଟିଡିଆଇଏଲ୍(ଭାଷା ପ୍ରଦ୍ୟୋଗିକ ବିତରମ ଚ୍ୟାନେଲ)ର ଏକ ଉଦ୍ଧେଶ୍ୟ ଓ ସମୟ ବଦ୍ଧ କାର୍ଯ୍ୟ ର ଯୋଜନା ଅଟେ ।

ଉପ୍ବଜ ପ୍ରସ୍ତୁତ କରମ ପାଇଁ ପ୍ରଯୁକ୍ତି ବିଦ୍ୟା ରେ ଅଭିବୃଦ୍ଧି ଓ ପରିଶୋଧନ ଆବଶ୍ୟକୀୟ ନୂତନ ପ୍ରଯୁକ୍ତି ବିଦ୍ୟା ର ବିକାଶ ଉପରୋକ୍ତ କାର୍ଯ୍ୟ ସମ୍ପାଦନ କରିବା ପାଇଁ ନିମ୍ନଲିଖିତ ପଦକ୍ଷେପ ମାନ ନିଆଯାଉଛି ।
1. ଟିଡିଆଇଏଲ୍ ଡାଟା କେନ୍ଦ୍ର ମାନଙକ ମାଧ୍ୟମରେ ଭାରତୀୟ ଭାଷା ପ୍ରଯୁକ୍ତି ବିଦ୍ୟା ତଥା ଉପକରଣ ଗୁଡିକର ଚରଣ ବଦ୍ଦ ବିତରଣ ।

2. ବିକଶିତ ଉପକରଣ , ପ୍ରଦ୍ୟୋଗିକ , ଉପ୍ବାଦ ଓ ସେବା ଆଦିର ଉପାର୍ଜନ ।

3. ଭାଷା ପ୍ରଯୁକ୍ତି କ୍ଷେତ୍ରରେ ସରକାରଙକ ପ୍ରୟାସ ସମ୍ବନ୍ଧରେ ଲୋକମାନଙକ ଅବଗତ କରାଇବା ଏବଂ ଉପଲବ୍ଧ ଉପକରଣ ଓ ପ୍ରଯୁକ୍ତି ବିଦ୍ୟା ଙକ ଦ୍ବାରା ପ୍ରଚାର ଓ ପ୍ରସାର ।

4. ବ୍ୟବହାରଙକୁ ଉପକରଣ , ଉପ୍ବାଦ ଓ ଅନ୍ୟାନ୍ୟ ସୁବିଧା ମାନଙକୁ ନିଶୁକ୍ଲ ଭାବରେ ଡାଉନଲୋଡ କରିବାର ସୁବିଧା ପ୍ରଦାନ କରିବା ।


5. ଭାଷା ପ୍ରଦ୍ୟୋଗିକ ରେ ସାର୍ବଜନିକ -ବ୍ୟକ୍ତିଗତ ଭାଗିଦାରି କୁ ବଢାଇବା ।